Russia's fierce missile strike over Kiev
ବିଶ୍ବ  ଅପରାଧ 

କିଭ ଉପରେ ରୁଷ ର ଭୟଙ୍କର ମିସାଇଲ ମାଡ଼

କିଭ ଉପରେ ରୁଷ ର ଭୟଙ୍କର ମିସାଇଲ ମାଡ଼ କିଭ୍ : ରୁଷ- ୟୁକ୍ରେନ୍‌ ଯୁଦ୍ଧ କୁ ୮ମାସ ପୂରିବାକୁ ବସିଲାଣି I ୟୁକ୍ରେନ ର ପ୍ରମୁଖ ସହର ଗୁଡିକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲେଣି ରୁଷ ସେନା I ତଥାପି ଏଯାଏଁ ଯୁଦ୍ଧ ଥମିବାର ନାଁ ଧରୁନାହିଁ I ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼ କରୁଛି ରୁଷ। ଏହି ସମୟରେ ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ବଡ ଧରଣର ମିସାଇଲ ଆକ୍ରମଣ ହୋଇଛି । କିଭ୍‌ ସହିତ ବହୁ ସହରରେ ରୁଷ […]
Read More...

Advertisement