Russia and Ukraine war
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରୁଷରେ ପଢ଼ିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର
Published On
By Samaya Live
ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ୟୁକ୍ରେନରେ ଡାକ୍ତରୀ ପୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଯୁଦ୍ଧ ପାଇଁ ୟୁକ୍ରେନ୍ ଛାଡ଼ି ଭାରତ ପଳାଇ ଆସିଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ପଢ଼ିବା ସୁଯୋଗ ପାଇଲେନି । ଇତିମଧ୍ୟରେ ଚେନ୍ନାଇରେ ରୁଷର ବାଣିଜି୍ୟକ ରାଷ୍ଟ୍ରଦୂତ ଓଲେଗ ଅବଦୀବ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଓଲେଗ କହିଛନ୍ତି, ୟୁକ୍ରେନରେ ପଢ଼ୁଥିବା ଭାରତୀୟ ମେଡିକାଲ ଛାତ୍ର ଯେଉଁମାନେ ୟୁକ୍ରେନ୍ ଛାଡ଼ି ଦେଇଛନ୍ତି ସେମାନେ ରୁଷରେ […]
ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥି ହେବ ଭାରତ ?
Published On
By Samaya Live
ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦୁଇଦିନିଆ ରୁଷ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଆଲୋଚନା କରିବେ । ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ଭୀଷଣ ହେଉଥିବାବେଳେ ଓ ପରମାଣୁ ଅସ୍ତ୍ର ପ୍ରୟୋଗ କଥା ଉଠୁଥିବାବେଳେ ଜୟଶଙ୍କରଙ୍କ ଏହି ଗସ୍ତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଭାରତ ଏହି ଯୁଦ୍ଧ ବନ୍ଦ […]
‘ମେଟା’କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଋଷ
Published On
By Samaya Live
ମସ୍କୋ: ମାର୍କ ଜୁକରବର୍ଗଙ୍କ ସୋସିଆଲ ମିଡିଆ ସଂସ୍ଥା ‘ମେଟା’କୁ ଋଷ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି । ଗତ ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟଗ୍ରାମ ଏବଂ ଟ୍ୱିଟ୍ରକୁ ଋଷ ନିଷିଦ୍ଧ କରିବା ସହ ଏଗୁଡିକ ଚରମପନ୍ଥୀ କାର୍ଯ୍ୟକଳାପରେ ସମ୍ପୃକ୍ତ ନେଇ ଅଭିଯୋଗ ଆଣିଥିଲା । ୟୁକ୍ରେନର ସୋସିଆଲ ମିଡିଆ ବ୍ୟବହାରୀଙ୍କୁ ଋଷ ବିରୋଧରେ ‘ମେଟା’ ତଥା ଫେସବୁକ ମିଥ୍ୟା ତଥ୍ୟ ଦେଉଥିବା ଋଷ ଅଭିଯୋଗ କରିଛି । ଋଷ ସେନାକୁ ନେଇ ବିଭ୍ରାନ୍ତିକର ତଥ୍ୟ ସେୟାର […]
ରୁଷ ସେନାଙ୍କୁ ପୁଟିନଙ୍କ ନାଲି ଆଖି: ଯୁଦ୍ଧ ନଲଢ଼ିଲେ ୧୦ ବର୍ଷ ଜେଲ୍
Published On
By Samaya Live
ମସ୍କୋ: ୟୁକ୍ରେନର କେତେକ ଅଞ୍ଚଳରେ ରୁଷ ସେନାର ପଛଘୁଞ୍ଚାକୁ ନେଇ ଭୀଷଣ ରାଗିଯାଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିପାଇଁ ସେ ଉପ-ପ୍ରତିରକ୍ଷା ମନ୍ତ୍ରୀ ଡିମିଟ୍ରି ବୁଲଗାକୋଭଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ କର୍ଣ୍ଣେଲ ଜେନେରାଲ ମିଖାଇଲ ମିଜିନଟେଭଙ୍କୁ ନୂଆ ଉପ-ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନକୁ ଅଧିକ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ସେନାରେ ସାଧାରଣ ଲୋକଙ୍କୁ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ସୈନ୍ୟମାନଙ୍କ […]
ମୋଦୀ ୟୁକ୍ରେନ-ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ: ମେକ୍ସିକୋ ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି
Published On
By Samaya Live
ନୁ୍ୟୟର୍କ : ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଜାତିସଂଘ ଏକ କମିଟି ଗଠନ କରୁ, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍ ଫ୍ରାନ୍ସିସ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ସଦସ୍ୟ ରୁହ;ୁ ବୋଲି ମେକ୍ସିକୋ କହିଛି । ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେବାବେଳେ ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଲୁଇସ୍ କାସାବନ ଏବଂ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେଜ ଲୋପେଜ୍ ଓବ୍ରାଡରଙ୍କ ଏହି ପ୍ରସ୍ତାବ ଜଣାଇଛନ୍ତି । ସେ କହିଛନ୍ତି […]

