russi
ବିଶ୍ବ 

ଜାତିସଂଘରୁ ବାହାରିଲା ଋଷ

ଜାତିସଂଘରୁ ବାହାରିଲା ଋଷ ନୂଆଦିଲ୍ଲୀ: ଅପ୍ରେଲ୦୮: ଜାତିସଂଘର ମାନବାଧିକାର କାଉନସିଲ- ୟୁଏନଏଚଆରସି ରୁ ରୁଷକୁ ବହିଷ୍କାର କରାଗଲା । ଋଷର ବର୍ବରତାକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡେମିର୍‌ ଜେଲେନସ୍କି ଜାତିସଂଘରୁ ଋଷକୁ ବାଦ ଦେବା ପାଇଁ ଆହ୍ୱାନ ଦେଇଥିଲେ । ତେବେ କେବଳ ନିଜ ଜିଦ୍‌ ପାଇଁ ୟୁକ୍ରେନ୍‌ ଉପରେ ଆକ୍ରମଣ ଓ ବହୁ ଧନ ଜୀବନ ନଷ୍ଟ କରିଥିବାରୁ ଏପରି ଦାବି କରିଥିଲେ ଜେଲେନସ୍କି । ତେବେ ଜାତିସଂଘ ସାଧାରଣ ପରିଷଦରେ ମଧ୍ୟ ଏନେଇ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ […]
Read More...

Advertisement