Rules For Social Media Influencers
ଦେଶ- ବିଦେଶ 

ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ୧୫ ଦିନ ଭିତରେ ଗାଇଡ୍‌ଲାଇନ୍‌

ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ୧୫ ଦିନ ଭିତରେ ଗାଇଡ୍‌ଲାଇନ୍‌ ନୂଆଦିଲ୍ଲୀ : ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଲାଗି ସରକାର ଆସନ୍ତା ୧୫ ଦିନ ଭିତରେ ଗାଇଡ୍‌ ଲାଇନ୍‌ ଜାରି କରିବେ । ସେମାନେ ପ୍ରଚାର କରୁଥିବା ଉତ୍ପାଦ ସହ କ’ଣ ସମ୍ପର୍କ ରହିଛି ତାହା ତାଙ୍କୁ ଘୋଷଣା କରିବାକୁ ପଡ଼ିବ । ଉପଭୋକ୍ତା ବ୍ୟାପାର ବିଭାଗ ସେହି ଗାଇଡ୍ଲାଇନ ପ୍ରସ୍ତୁତ କରୁଛି । ସେଥିରେ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିମାନେ କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ । […]
Read More...

Advertisement