Rubina Francis
ଖେଳ 

ପାରା ବନ୍ଧୁକ ଚାଳନା ବିଶ୍ୱକପ୍‌: ନରୱାଲ-ଫ୍ରାନ୍ସିସ୍‌ଙ୍କୁ ସ୍ୱର୍ଣ୍ଣ

ପାରା ବନ୍ଧୁକ ଚାଳନା ବିଶ୍ୱକପ୍‌: ନରୱାଲ-ଫ୍ରାନ୍ସିସ୍‌ଙ୍କୁ ସ୍ୱର୍ଣ୍ଣ ନୂଆଦିଲ୍ଲୀ : ଫ୍ରାନ୍ସରେ ଚାଲିଥିବା ପାରା ବନ୍ଧୁକଚାଳନା ବିଶ୍ୱକପରେ ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍‌ ଯୋଡ଼ି ଭାରତକୁ ତୃ୍‌ତୀୟ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ପୂର୍ବରୁ ଟୋକିଓ ପାରାଲିମ୍ପିକ୍ସ ବିଜୟିନୀ ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲ ଏସ୍‌ଏଚ୍‌୧ ବର୍ଗରେ ବିଶ୍ୱ କୀର୍ତ୍ତିମାନ ସ୍କୋର୍‌ ୨୫୦.୬ ସହ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ମିଶ୍ରିତ ୧୦ ମିଟର ଏୟାର ରାଇଫଲ ଏସ୍‌ଏସ୍‌-୨ରେ ରାମକୃଷ୍ଣ ୨୫୩.୧ ସ୍କୋର୍‌ ସହ ସ୍ୱର୍ଣ୍ଣ ପଦକ କରାୟତ […]
Read More...

Advertisement