Rotarian Suryakanta Mishra
ଓଡ଼ିଶା 

ରୋଟାରିଆନ୍‌ଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍ ପ୍ରଦାନ

ରୋଟାରିଆନ୍‌ଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍ ପ୍ରଦାନ ରାୟଗଡା: ଅଗଷ୍ଟ ୧୩: (ସବ୍ୟୁ)- ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରୋଟାରିଆନ୍ ସୁଜାତା ମିଶ୍ର ଆଗେଇ ଆସିବା ସହ ୪୦ଟି ସାମସଙ୍ଗ୍ ଆଇପ୍ୟାଡ୍ ପ୍ରଦାନ କରିଛନ୍ତି । ସେମାନଙ୍କ ତରଫରୁ […]
Read More...

Advertisement