Ross Taylor
ଖେଳ 

ରସ୍ ଟେଲର ନେବେ ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର

ରସ୍ ଟେଲର ନେବେ ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ୱେଲିଂଟନ୍: ଡିସେମ୍ବର ୩୧: ନ୍ୟୁଜିଲ।ଣ୍ଡର ବ୍ୟ।ଟ୍ସମ୍ୟ।ନ୍ ରସ୍ ଟେଲର ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ଘୋଷଣ। କରିଛନ୍ତି । ବ।ଂଲ।ଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ ଓ ନେଦରଲ।ଣ୍ଡ୍ସ ବିପକ୍ଷରେ ଦିନିକିଆ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ସନ୍ନ୍ୟ।ସ ନେବେ ବୋଲି ଟେଲର ସ୍ପଷ୍ଟ କରିଛନ୍ତି । ଟେଲର ଟ୍ୱିଟ କରି ଲେଖିଛନ୍ତି, ମୁଁ ଘୋଷଣ। କରୁଛି ଯେ, ଆସନ୍ତ। ଘରୋଇ ସିରିଜ ଖେଳି ଅନ୍ତର୍ଜ।ତୀୟ କ୍ରିକେଟରୁ ଅବସର ନେବି । ଦୀର୍ଘ ୧୭ବର୍ଷ ଧରି ମୋତେ ସମର୍ଥନ […]
Read More...

Advertisement