rock of amazement is rising
ଜିଲ୍ଲା 

ଜମନକିରାରେ ଥିବା ବିସ୍ମୟ ଶିଳା ବଢ଼ୁଛି

ଜମନକିରାରେ ଥିବା ବିସ୍ମୟ ଶିଳା ବଢ଼ୁଛି ଜମନକିରା : ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ବୁଦେଳକାନି ଗ୍ରାମର ମୁଣ୍ଡାପଡାରେ ଏକ ବିସ୍ମୟ ଶିଳା ଦେଖିବାକୁ ମିଳୁଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ସେହି ଶିଳାଟି ବଢ଼ୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏଣୁ ଏବେ ସେହି ଶିଳାକୁ ଦେଖିବାକୁ ଆଖପାଖ ଗ୍ରାମ ଓ ଅଞ୍ଚଳରୁ ବହୁ ଲୋକ ଆସୁଛନ୍ତି । ଖବର ଅନୁସାରେ, ବୁଦେଲକାନି ଗ୍ରାମ ମୁଣ୍ଡାପଡ଼ାରେ ବହୁ ବର୍ଷରୁ ଏହି ପଥର ରହିଛି । […]
Read More...

Advertisement