road accident
ଓଡ଼ିଶା 

ଶବ ସଂସ୍କାର ସାରି ଫେରିବା ବେଳେ ନିଜେ ପାଲଟିଗଲେ ଶବ

ଶବ ସଂସ୍କାର ସାରି ଫେରିବା ବେଳେ ନିଜେ ପାଲଟିଗଲେ ଶବ ଏମିତି ବି ମୃତ୍ୟୁ ଆସେ ! ସମ୍ପର୍କୀୟଙ୍କ ଶବ ସତ୍କାର ସାରି ଫେରୁଥିବା ବେଳେ ନିଜେ ପାଲଟିଯାଇଛନ୍ତି ଶବ I ଏହା ଶୁଣିବାକୁ ଯେତିକି ଦୁଃଖଦାୟକ,ଘଟଣା ସେତିକି ହୃଦୟ ବିଦାରକ I ଘଟଣIନୁସାରେ ପୁରୀ ସ୍ୱର୍ଗ ଦ୍ୱାରରେ ନିଜ ସମ୍ପର୍କୀୟ ଙ୍କ ଶବ ସଂସ୍କାର ସାରି ଗୋଟିଏ ବାଇକ ରେ ଫେରୁଥିଲେ ୩ ଜଣ I ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ଛିଡ଼ା […]
Read More...
ଜିଲ୍ଲା  ବିଶ୍ବ 

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୨୮ ଆହତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୨୮ ଆହତ ସମୟ ଲାଇଭ,୩/୧: ଭଦ୍ରକ ଜିଲ୍ଲା ବନ୍ତ ଛକ ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ମୃତକ ୨ ଜଣ ହେଉଛନ୍ତି ଭଦ୍ରକର ଶେଖ ନିଜାମୁଦ୍ଦିନ ଓ ବିଶାଖପାଟଣାର ଇଦରୁସ ବାସା। ତେବେ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ରେଡ଼କ୍ରସ ପକ୍ଷରୁ […]
Read More...

Advertisement