Road accident rise in Odisha
ଜିଲ୍ଲା 

ବୌଦ୍ଧରେ ବଢ଼ୁଛି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟହାର: ତିନି ମାସରେ ୨୧ ଜଣଙ୍କ ମୃତୁ୍ୟ

ବୌଦ୍ଧରେ ବଢ଼ୁଛି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟହାର: ତିନି ମାସରେ ୨୧ ଜଣଙ୍କ ମୃତୁ୍ୟ ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତୁ୍ୟକୁ ନେଇ ଜିଲ୍ଲାପାଳ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳଗୁଡିକୁ ଚିହ୍ନଟ କରାଯାଇ ଗାଡ଼ିଚାଳକମାନଙ୍କ […]
Read More...

Advertisement