Rituals of Puri
ଓଡ଼ିଶା 

ଆଜି ଶ୍ରୀମନ୍ଦିରେ ପଇତାଲାଗି ନୀତି: ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରେ ପଇତାଲାଗି ନୀତି: ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ ପୁରୀ: ନଭେମ୍ବର ୨୯: ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି ହୋଇଥିବା ହେତୁ ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିରେ ତିନି ଠାକୁର ପଇତା ପରିଧାନ କରିବେ । ଏହା ଏକ ସ୍ୱତନ୍ତ୍ର ଗୁପ୍ତ ନୀତି ହୋଇଥିବା ହେତୁ ଏହ ନୀତିକାନ୍ତି ସମୟରେ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଅପରାହ୍ନ ସମୟ ୪ଟାରୁ ଦର୍ଶନ ବନ୍ଦ ରହିବ । ତେବେ ମଙ୍ଗଳବାର ସକାଳଠାରୁ ପୁର୍ନବାର ସାଧାରଣ ଦର୍ଶନ ଆରମ୍ଭ ହେବ […]
Read More...

Advertisement