ria chakrabarty
ମନୋରଞ୍ଜନ  ଅପରାଧ 

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ଚକ୍ରବର୍ତ୍ତୀଙ୍କ ଉଫରେ ପୁଣି ମାମଲା

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ଚକ୍ରବର୍ତ୍ତୀଙ୍କ ଉଫରେ ପୁଣି ମାମଲା ନୂଆଦିଲ୍ଲୀ: ଜୁନ ୨୩: ଏବେ ପୁଣି ସକ୍ରିୟ ହେଲା ନାର୍କୋଟିକ୍‌ ବ୍ୟୁରୋ । ବଲିଉଡର ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରି କୋର୍ଟ ଚାଲାଣ କରିଥିଲା । ଯେଉଁଥିପାଇଁ ପରବର୍ତ୍ତୀ ଶୁଣାଣି ୧୨ ଜୁଲାଇ ୨୦୨୨ରେ ହେବ । ତେବେ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି । ସ୍ୱତନ୍ତ୍ର ପବ୍ଲିକ […]
Read More...

Advertisement