Restriction on Raja Parba
ଓଡ଼ିଶା 

ଶୁକ୍ରବାର ୭ ବଦଳରେ ରାତି ୧୦ରୁ କର୍ଫୁ୍ୟ; ଗ୍ରାହକଙ୍କ ଲାଗି କର୍ଫୁ୍ୟ କୋହଳ

ଶୁକ୍ରବାର ୭ ବଦଳରେ ରାତି ୧୦ରୁ କର୍ଫୁ୍ୟ; ଗ୍ରାହକଙ୍କ ଲାଗି କର୍ଫୁ୍ୟ କୋହଳ ଭୁବନେଶ୍ୱର(ସବୁ୍ୟ):ଜୁନ ୧୧: ଗ୍ରାହକଙ୍କ ଲାଗି କର୍ଫୁ୍ୟ କୋହଳ । ସନ୍ଧ୍ୟା ୭ଟା ବଦଳରେ ରାତି ୧୦ଟାରୁ କର୍ଫୁ୍ୟ କୋହଳ ଲାଗିବ । ରଜ ପର୍ବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫୁ୍ୟକୁ କୋହଳ କରାଯାଇଛି । ଆସନ୍ତାକାଲି(ଶୁକ୍ରବାର) ସନ୍ଧ୍ୟା ୭ଟାରୁ କର୍ଫୁ୍ୟ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ୧୨ ତାରିଖ ରାତି ୧୦ରୁ […]
Read More...

Advertisement