Respect to Shaheeds
ଜିଲ୍ଲା 

ସହିଦଙ୍କୁ ସମ୍ମାନ ପାଇଁ ଚୀନ୍ ସାମଗ୍ରୀ ବର୍ଜନ ଡାକରା

ସହିଦଙ୍କୁ ସମ୍ମାନ ପାଇଁ ଚୀନ୍ ସାମଗ୍ରୀ ବର୍ଜନ ଡାକରା ନିଶିକାନ୍ତ ରଥ ନୟାଗଡ଼, (ସବ୍ୟୁ): ଜୁନ ୨୦: ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ – ଚୀନ୍ ସୀମାରେ ସହିଦ ଯବାନଙ୍କ ପ୍ରତି ସମ୍ମାନ ପ୍ରଦାନ କରାଯାଇଛି । ଦୁଇ ଦେଶ ସୀମା ଗଲୱାନା ଘାଟିରେ ଦେଶପାଇଁ ସହିଦ ୨ ଜଣ ଓଡ଼ିଆ ଜବାନଙ୍କ ସହ ସମସ୍ତ ସହିଦଙ୍କ ପ୍ରତି ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଚୀନ୍ ର ଚାଲବାଜି ଲୋକଙ୍କୁ କ୍ରୋଧିତ କରିଛି । ସଂପ୍ରତି ଭାରତ – ଚୀନ୍ ସୀମାରେ ସହିଦ ଜବାନଙ୍କ […]
Read More...

Advertisement