Residents of Gangotri city in the garbage
ଓଡ଼ିଶା 

କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଗାଙ୍ଗୋତ୍ରୀ ନଗରବାସୀ

କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଗାଙ୍ଗୋତ୍ରୀ ନଗରବାସୀ ଭୁବନେଶ୍ୱର: ଭୁବନେଶ୍ୱର ଉପକଣwରେ କୁଢ଼ କୁଢ଼ ଅଳିଆ ଓ ଆବର୍ଜନା । ଗନ୍ଧରେ ଫାଟିଯାଉଛି ନାକ । ପଚା ଓ ସଢ଼ା ଆବର୍ଜନାରେ ମଶା ମାଛିମାନେ କରୁଛନ୍ତି ଘର । ଫଳରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ଇତ୍ୟାଦି ମହାମାରୀ ରୋଗ ବ୍ୟାପିବାରେ ଆଶଙ୍କା ସୃଷ୍ଟି ହୋଇଛି । ଲିଙ୍ଗିପୁର ପଞ୍ଚାୟତର ଗାଙ୍ଗୋତ୍ରୀ ନଗର ରୋଡ-୩ରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡି ରହୁଛି । କୁଢ଼ କୁଢ଼ ଅଳିଆ ଆବର୍ଜନା […]
Read More...

Advertisement