reporters in Jammu
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଚୀନଠାରୁ ମାଗୁଛୁ ସ୍ୱାୟତ୍ତତା: ଦଲାଇଲାମା
Published On
By Samaya Live
ନୂଆଦିଲ୍ଲୀ : ତି³ତୀୟ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇ ଲାମା କହିଛନ୍ତି ଯେ ଚୀନଠାରୁ ତି³ତ ସ୍ୱାଧୀନତା ଚାହୁଁନାହିଁ, ବରଂ ସ୍ୱାୟତ୍ତତା ଚାହୁଁଛି । ଏହା ସହିତ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛି । ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଦଲାଇଲାମା କହିଛନ୍ତି ଯେ ଚୀନର ଲୋକେ ଜାଣି ସାରିଲେଣି ଯେ ସେ ତି³ତକୁ ଚୀନଠାରୁ ମୁକ୍ତ କରିବାକୁ ଚାହୁଁନାହାନ୍ତି, ବରଂ ତି³ତ ପାଇଁ କିଛି ଅର୍ଥପୂର୍ଣ୍ଣ ସ୍ୱାୟତ୍ତତା ଓ ତି³ତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛନ୍ତି । […]

