religious sites in Uttarakhand
ଦେଶ- ବିଦେଶ 

ଉତ୍ତରାଖଣ୍ଡର ୬ ରେଲେ୍‌ୱ ଷ୍ଟେସନ୍‌ ଓ କେତେକ ଧର୍ମପୀଠରେ ବିସ୍ପୋରଣ ଧମକ

ଉତ୍ତରାଖଣ୍ଡର ୬ ରେଲେ୍‌ୱ ଷ୍ଟେସନ୍‌ ଓ କେତେକ ଧର୍ମପୀଠରେ ବିସ୍ପୋରଣ ଧମକ ଉତ୍ତରାଖଣ୍ଡ: ମେ ୦୯: ରୁର୍କି ରେଲେ୍‌ୱ ଷ୍ଟେସନ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇ-ମମେଲ୍‌ ମାଧ୍ୟମରେ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଚିଠିରେ ଉତ୍ତରାଖଣ୍ଡରେ ଥିବା ୬ ରେଳଷ୍ଟେସନ୍‌ ସମେତ କେତେକ ଧର୍ମପୀଠରେ ବୋମା ବିସ୍ପୋରଣ କରି ନଷ୍ଟ କରିଦିଆଯିବ ଲେଖାଯାଇଛି । ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାରଙ୍କ ସୂଚନା ଅନୁସାରେ, ୭ ତାରିଖ ସନ୍ଧ୍ୟା ସମୟରେ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ମେ ୨୧ ତାରିଖ ଦିନ […]
Read More...

Advertisement