relief commissioner
ଓଡ଼ିଶା  ପାଣିପାଗ 

ପୁରୀ ସ୍ଥଳଭାଗରେ ମାଡ଼ ହୋଇପାରେ ବାତ୍ୟା

ପୁରୀ ସ୍ଥଳଭାଗରେ ମାଡ଼ ହୋଇପାରେ ବାତ୍ୟା ଭୁବନେଶ୍ୱର : ଡିସେମ୍ବର ୦୩: ଆସନ୍ତାକାଲି ପୁରୀ ସ୍ଥଳଭାଗକୁ ବାତ୍ୟା ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁପାରେ । ତେବେ ଆସନ୍ତାକାଲି ସନ୍ଧ୍ୟାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ପୁରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବାତ୍ୟା ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ । ବାତ୍ୟା ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ […]
Read More...

Advertisement