redhakhol in Odisha
ଜିଲ୍ଲା 

କେନ୍ଦୁପତ୍ର ଜବତ, ବନବିଭାଗକୁ ଦେଖି ଚୋରାବେପାରୀ ଫେରାର୍‌

କେନ୍ଦୁପତ୍ର ଜବତ, ବନବିଭାଗକୁ ଦେଖି ଚୋରାବେପାରୀ ଫେରାର୍‌ ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍‌ କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରୁ ବନବିଭାଗ ୧୩୯ ବିଡ଼ା କେନ୍ଦୁପତ୍ର ଜବତ କରିଥିବା ଜଣାପଡ଼ିଛି । ବନବିଭାଗ ସୂତ୍ରରୁ ପ୍ରକାଶ ଯେ,କିସିଣ୍ଡା ରେଞ୍ଜର ପଥରଗୁଡ଼ା ଗ୍ରାମରେ ଗତକାଲି ରାତିରେ ଏକ ପିକ୍‌ଅପ୍‌ ରେ କେନ୍ଦୁପତ୍ର ଲୋଡ଼୍‌ ହେଉଥିବାର ବନବିଭାଗ ଖବର ପାଇ ଚଢ଼ଉ କରିଥିଲା । ବନବିଭାଗକୁ ଦେଖି ଚୋରାବେପାରୀମାନେ ଫେରାର୍‌ ହେବାରେ ସକ୍ଷମ ହୋଇଥିଲେ । ବନବିଭାଗ ପିକ୍‌ଅପ୍‌ ଗାଡ଼ି (ଓଡ଼ି୧୫ପି ୧୧୮୫) କୁ ଜବତ କରି କିସିଣ୍ଡା ରେଞ୍ଜ ଅଫିସକୁ […]
Read More...

Advertisement