Redhakhol Dakayat
ଜିଲ୍ଲା 

ରେଢ଼ାଖୋଲ ପୋଲିସ୍‌ର ବଡ଼ ସଫଳତା:ଲୁଟ ୯୩୧ କାଟୁନ୍‌ ବିଦେଶୀ ମଦ ଉଦ୍ଧାର, ୩ ଗିରଫ

ରେଢ଼ାଖୋଲ ପୋଲିସ୍‌ର ବଡ଼ ସଫଳତା:ଲୁଟ ୯୩୧ କାଟୁନ୍‌ ବିଦେଶୀ ମଦ ଉଦ୍ଧାର, ୩ ଗିରଫ ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍‌ ବିଦେଶୀ ମଦ ସହ ପୋଲିସ୍‌ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି । ଲୁଟରେ ବ୍ୟବହାର ହୋଇଥିବା ଏକ ଡିଜାୟାର ଗାଡିକୁ ଜବତ କରିବାରେ ସଫଳ ହୋଇଛି ପୋଲିସ । ରେଢ଼ାଖୋଲ ଏସ୍‌ଡିପିଓ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ , ଜବତ ବିଦେଶୀ ମଦ. ଏଥିରେ ସଂପୃକ୍ତ ଅପରାଧି , ସେମାନେ ବ୍ୟବହାର କରୁଥିବା ଗାଡିକୁ ବିନିକାରୁ […]
Read More...

Advertisement