Recovery Rate currently at 98.12%
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨୫, ୯୨୦ କରୋନା ସଂକ୍ରମିତ ଚିହ୍ନଟ ଏବଂ ୪୯୨ ମୃତ

୨୪ ଘଣ୍ଟାରେ ଦେଶରେ ୨୫, ୯୨୦ କରୋନା ସଂକ୍ରମିତ ଚିହ୍ନଟ ଏବଂ ୪୯୨ ମୃତ ଦିଲ୍ଲୀ: ଫେବୃଆରୀ ୧୮ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୯୨୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୨୫୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୧୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୧୯ ଲକ୍ଷ ୭୭ ହଜାର ୨୩୮ ଜଣ […]
Read More...

Advertisement