Recovery Rate currently at 97.53%
ଦେଶ- ବିଦେଶ 

ଦେଶରେ ୨୪ ଘଣ୍ଟାରେ ୩୦,୯୪୧ କରୋନା ସଂକ୍ରମିତ ଓ ୩୬,୨୭୫ ସୁସ୍ଥ

ଦେଶରେ ୨୪ ଘଣ୍ଟାରେ ୩୦,୯୪୧ କରୋନା ସଂକ୍ରମିତ ଓ ୩୬,୨୭୫ ସୁସ୍ଥ ଦିଲ୍ଲୀ:ଅଗଷ୍ଟ ୩୧ : ଦେଶରେ ସୁସ୍ଥତା ହାର ୯୭.୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ଗତ ୨୪ ଘଣ୍ଟାରେ ୩୬,୨୭୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୯ ଲକ୍ଷ ୫୯ ହଜାର ୬୮୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଅନ୍ୟପକ୍ଷେ, ୨୪ ଘଣ୍ଟାରେ ୩୦,୯୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦେଶରେ ଅଧିକ ରହିଛି । ତେବେ […]
Read More...

Advertisement