Recoveries in Odisha
ଓଡ଼ିଶା 

ଆଜି ସୁସ୍ଥ ହେଲେ ୧୨୦ ଜଣ; ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୪୭୪

ଆଜି ସୁସ୍ଥ ହେଲେ ୧୨୦ ଜଣ; ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୪୭୪ ଭୁବନେଶ୍ୱର: ଜୁନ ୧୨: ଆଜି ରାଜ୍ୟରେ ସୁସ୍ଥ ହେଇଛନ୍ତି ୧୨୦ ଜଣ କରୋନା ସଂକ୍ରମିତ I ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୨୪୭୪ ଜଣ ସୁସ୍ଥ ହେଇସାରିଲେଣି I ଆଜି ଗଂଜାମ ରୁ ୩୦ ଜଣ, ଖୋର୍ଦ୍ଧା ରୁ ୧୯ ଜଣ, ବାଲେଶ୍ୱର ରୁ ୧୪ ଜଣ, ବଲାଙ୍ଗୀର ରୁ ୧୨ ଜଣ, ଢେଙ୍କାନାଳ ରୁ ୯ ଜଣ, ନୟାଗଡ ଓ ସୁନ୍ଦରଗଡ ରୁ ୭ ଜଣ ଲେଖାଏଁ, […]
Read More...

Advertisement