realise date of film pathan
ମନୋରଞ୍ଜନ 

ରିଲିଜ ହେଲା ଫିଲ୍ମ ପଠାନର ଡେଟ୍‌

ରିଲିଜ ହେଲା ଫିଲ୍ମ ପଠାନର ଡେଟ୍‌ ମୁମ୍ବାଇ: ମାର୍ଚ୍ଚ ୦୩ : ବହୁ ଦିନ ପରେ ନଜର ଆସିବେ ବଲିଉଡର କିଙ୍ଗ ଖାନ୍ ଶାହରୁଖ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ପୂର୍ବରୁ ସିନେପ୍ରେମୀମାନେ ପଠାନ କେବେ ରିଲିଜ୍ ହେବ ସେନେଇ ଆଗ୍ରହର ସହ ଚାହିଁ ରହିଥିଲେ । ଏହାକୁ ନେଇ ଶାହରୁଖ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି […]
Read More...

Advertisement