Re-vaccination will start in the state
ସ୍ୱାସ୍ଥ  ଓଡ଼ିଶା 

ରାଜ୍ୟରେ ଆରମ୍ଭ ହେବ ପୁନଃ ଟୀକାକରଣ

ରାଜ୍ୟରେ ଆରମ୍ଭ ହେବ ପୁନଃ ଟୀକାକରଣ ଭୁବନେଶ୍ୱର : ଓଡ଼ିଶାରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବ ପରି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସୀଲଡ଼ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ […]
Read More...

Advertisement