rayagada
ଓଡ଼ିଶା  ପାଣିପାଗ 

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ୱର, ଗଞ୍ଜାମ, ଗଜପତି, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା ଓ ଭଦ୍ରକ ଜିଲାରେ ଆଲର୍ଟ କରିଛି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, […]
Read More...
ଜିଲ୍ଲା 

ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ

ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ ରାୟଗଡା,ସେପ୍‌ଟେମ୍ବର ୨୦: ରାୟଗଡା ଜିଲା କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅନ୍ତର୍ଗତ ଗଉଡଲେଲିବାଡି ଗ୍ରାମରେ ଏବେ ଡେଙ୍ଗୁ ଆତଙ୍କ । ଘରେ ଘରେ ଲୋକେ ଖଟିଆରେ ପଡି ଜ୍ୱରରେ ଶଢ଼ୁଛନ୍ତି । ଗୋଟିଏ ଗୋଟିଏ ସାହିକୁ କବଜା କରିନେଉଛି ଡେଙ୍ଗୁ । ରକ୍ତ ନମୁନାରୁ ଗୋଟିଏ ସାହିର ୭ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି । ଗତ ୩ଦିନ ଭିତରେ ୨ଜଣଙ୍କ ମୃତୁ୍ୟ ପରେ ଲୋକେ ଭୟଭୀତ ହୋଇ ଦିନ କାଟୁଛନ୍ତି । ଆଉ ଚିକିତ୍ସା ସେମାନଙ୍କ […]
Read More...

Advertisement