Ratha Yatra Odisha
ଓଡ଼ିଶା 

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା ସୌମ୍ୟ ରଞ୍ଜନ ପଟ୍ଟନାୟକ ବାରିପଦା, (ସବ୍ୟୁ) : ଜୁନ ୨୪:ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ଜଗନ୍ନାଥ ମନ୍ଦିରଙ୍କ ରଥଯାତ୍ରା ବନ୍ଦ । ମନ୍ଦିରର ଇତିହାସରେ ପ୍ରଥମଥର ପାଇଁ ରଥଯାତ୍ରା ବନ୍ଦ ହୋଇଛି । ତେଣୁ ୪୪୫ ବର୍ଷର ପରମ୍ପରା ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ବନ୍ଦ ହୋଇଛି । ପରମ୍ପରା ଅନୁ୍‌ଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଦ୍ୱିତୀୟ […]
Read More...

Advertisement