Ratha Yatra History
ଓଡ଼ିଶା 

ଶ୍ରୀଜିଉଙ୍କ ଅଣସରରେ ବ୍ରହ୍ମଗିରିରେ ପୂଜା ପାଆନ୍ତି ପ୍ରଭୁ ଅଲାରନାଥ

ଶ୍ରୀଜିଉଙ୍କ ଅଣସରରେ ବ୍ରହ୍ମଗିରିରେ ପୂଜା ପାଆନ୍ତି ପ୍ରଭୁ ଅଲାରନାଥ ଦେବସ୍ନାନ ପୂର୍ଣ୍ଣିମାର ବିଶାଳ ସ୍ନାନ ରୀତିନୀତି ପରେ ଶ୍ରୀ ଜଗନ୍ନାଥ ମନ୍ଦିରର ଦେବତାମାନେ ସର୍ବସାଧାରଣଙ୍କ ଦୃଷ୍ଟିରୁ ବର୍ତ୍ତମାନ ଦୂରରେ । ଦେହରେ ବାଧା ପାଇଛନ୍ତି କାଳିଆ ସାଆନ୍ତ । ତେବେ ଏହି ଅଣସର ଦିନମାନଙ୍କର ଦୂରତାକୁ ଦୂରେଇବା ପାଇଁ ଭକ୍ତମାନଙ୍କ ପାଇଁ କାହିଁ କେଉଁ କାଳରୁ ଚାଲି ଆସିଛି ପ୍ରଭୁ ଅଲାରନାଥଙ୍କ ଦର୍ଶନ ବ୍ୟବସ୍ଥା । ଶହ ଶହ ଭକ୍ତ ଓଡ଼ିଶାର ପୁରୀ ଜିଲ୍ଲାର ବ୍ରହ୍ମଗିରି ନିକଟରେ ଆଲାରନାଥ ମନ୍ଦିରରେ ଭିଡ଼ ଜମାଇଥାନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ […]
Read More...

Advertisement