Rath Yatra
ଓଡ଼ିଶା 

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ ପୁରୀ, ୨୩ା୬ (ସବୁ୍ୟ) : ଅଭୂତପୂର୍ବ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନିରଥ। ନୀତିନିର୍ଘଣ୍ଟର ଏକଘଣ୍ଟା ୨୫ମିନିଟ୍‌ ବିଳମ୍ବରେ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୧୦ମିନିଟ୍‌ ପୂର୍ବରୁ ତିନି ରଥ ପ୍ରତିଷ୍ଠା, ୪୫ମିନିଟ୍‌ ପୂର୍ବରୁ ଛେରାପହଁରା ସମ୍ପନ୍ନ ହେବା ସହ ଅପରାହ୍ନ ୫ଟା ୧୦ମିନିଟ୍‌ ସୁଦ୍ଧା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ […]
Read More...
ଓଡ଼ିଶା 

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ 4 କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସାଢେ 4 କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆନ୍ତରିକ କୃତଜ୍ଞତା […]
Read More...

Advertisement