ratagada news
ଜିଲ୍ଲା 

ଜିଲ୍ଲାପାଳଙ୍କ ମଦ ମାଫିଆ ଲିଙ୍କ: ଗୁମର ଖୋଲିଲା କଂଗ୍ରେସ

ଜିଲ୍ଲାପାଳଙ୍କ ମଦ ମାଫିଆ ଲିଙ୍କ: ଗୁମର ଖୋଲିଲା କଂଗ୍ରେସ ରାୟଗଡା,ସେପ୍‌ଟେମ୍ବର ୬: ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଦ ମାଫିଆ ସହ ମିଶିି ମଦ ବେପାର କରୁଛନ୍ତିି । ଏହାର ସ୍ୱଷ୍ଟ ପ୍ରମାଣ ଦେଇ ଗୁମର ଖୋଲିଛି ଜିଲ୍ଲା କଂଗ୍ରେସ । କିଛିଦିନ ତଳେ ଅବକାରୀ ଅଧୀକ୍ଷକ ଏବଂ ଦୁଇଜଣ କନେଷ୍ଟବଲ ଲାଞ୍ଚ ମାଗିବା ମାମଲା ପଦାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଶେଷରେ ସରକାର ଅବକାରୀ ଅଧିକ୍ଷକ ଓ କନେଷ୍ଟବଲଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ । ଏବେ ପୁଣି […]
Read More...

Advertisement