Rashmika Mandanna
ମନୋରଞ୍ଜନ 

ରଶ୍ମିକାଙ୍କ ବୟାନକୁ ନେଇ ବିବାଦ

ରଶ୍ମିକାଙ୍କ ବୟାନକୁ ନେଇ ବିବାଦ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ବୟାନ ପାଇଁ ବର୍ତ୍ତମାନ ବିବାଦରେ ଫସିଛନ୍ତି । ନିକଟରେ ବର୍ଖା ଦତ୍ତାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ରଶ୍ମିକା କିଛି ମତ ଦେଇଥିଲେ ଯେଉଁଥିରେ ସେ କହିଥିଲେ କି ସେ ହେଉଛନ୍ତି କୁର୍ଗ ସମ୍ପ୍ରଦାୟର ପ୍ରଥମ ଅଭିନେତ୍ରୀ । ଆଜି ପର୍ଯ୍ୟନ୍ତ କେହି ଏହି ସମ୍ପ୍ରଦାୟରୁ ଫିଲ୍ମ କରିବାକୁ ଆସି ନାହାନ୍ତି । ଲୋକମାନେ ତାଙ୍କୁ ପ୍ରଥମରୁ ଖୁବ ଜଜ୍‌ କରିଥିଲେ ବୋଲି ରଶ୍ମିକା ଏହି ସାକ୍ଷାତକାରରେ ପ୍ରକାଶ କରିଥିଲେ । ତେବେ […]
Read More...

Advertisement