rare species of eagles were rescued from the train
ଅପରାଧ 

ଟ୍ରେନ୍‌ ବଗିରୁ ଉଦ୍ଧାର ହେଲେ ୭ ବିରଳ ପ୍ରଜାତିର ଶାଗୁଣା

ଟ୍ରେନ୍‌ ବଗିରୁ ଉଦ୍ଧାର ହେଲେ ୭ ବିରଳ ପ୍ରଜାତିର ଶାଗୁଣା ଭେ।ପ।ଳ: ଜାନୁଆରୀ ୨୧: ଟ୍ରେନରୁ ଉଦ୍ଧାର ହେଲେ ବିରଳ ଶାଗୁଣା। ଏମପି ପୁଲିସ ଖଣ୍ଡୱ। ଜିଲ୍ଲ।ରେ ଏକ ଆନ୍ତଃ-ର।ଜ୍ୟ ଶ।ଗୁଣ। ଚେ।ର।ଚ।ଲ।ଣକ।ରୀ ର।କେଟ୍ ଠ।ବ କରିବ। ସହ ମ।ଲେଗ।ଓଁକୁ ବେଆଇନ ଭ।ବେ ଟ୍ରେନ୍ରେ ନିଆଯ।ଉଥିବ। ୭ଟି ମିଶରୀୟ ଶ।ଗୁଣ। ଉଦ୍ଧ।ର କରିଛି। ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନ।ଓର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଏହି ଘଟଣାରେ ଗିରଫ କରିଛି। ଯ।ତ୍ରୀମ।ନେ କମ୍ପ।ର୍ଟମେଣ୍ଟ୍ରେ ଦୁର୍ଗନ୍ଧ ଏବଂ ପକ୍ଷୀମ।ନଙ୍କର ରବ ଶୁଣି ରେଳ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ର।ନ୍ତରେ ସୂଚନ। ଦେଇଥିଲେ। […]
Read More...

Advertisement