rapid response teams
ଦେଶ- ବିଦେଶ 

କେରଳରେ ବ୍ୟାପିଲାଣି ବାର୍ଡଫ୍ଲì , ରାଜ୍ୟରେ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ

କେରଳରେ ବ୍ୟାପିଲାଣି ବାର୍ଡଫ୍ଲì , ରାଜ୍ୟରେ କୁକୁଡ଼ା ଓ ବତକ ମରା ଅଭିଯାନ ଆରମ୍ଭ ଥିରୁଅନନ୍ତପୁରମ: ଡିସେମ୍ବର ୧୦: କେରଳରେ ଦେଶର ସର୍ବଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଏବେ ବାଡଫ୍ଲìର ସଙ୍କଟ ଦେଖାଯାଇଛି । ରାଜ୍ୟର ଅଲ୍ଲାପୁଝା ଜିଲ୍ଲାର କୁଟାନାଦ ଅଞ୍ଚଳରେ ବାର୍ଡ ଫ୍ଲìର କେସ୍‌ ଚିହ୍ନଟ ହୋଇଥିବା ପ୍ରାଶାସନ ପକ୍ଷରୁ ସୂଚନା ମିଳିଛି । ଏହି କେସ୍‌ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି । କୁକୁଡ଼ା ମାସଂ ସହିତ ଅଣ୍ଡା ବିକ୍ରି ଉପରେ କଟକଣା ଲାଗିଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ରହୁଥିବା […]
Read More...

Advertisement