rape
ଅପରାଧ 

ନାବାଳିକାଙ୍କୁ ବଳାତ୍କାର କଲେ ୩୦ ଜଣ

ନାବାଳିକାଙ୍କୁ ବଳାତ୍କାର କଲେ ୩୦ ଜଣ ଇସ୍ରାଏଲ୍‌ର ଦକ୍ଷିଣବର୍ତ୍ତୀ ସହର ଏଲାତସ୍ଥିତ ଏକ ହୋଟେଲରେ ଜଣେ ୧୬ ବର୍ଷୀୟା ବାଳିକାକୁ ୩୦ରୁ ଅଧିକ ଲୋକ ଗଣବଳାତ୍କାର କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସନ୍ଦିU ବ୍ୟକ୍ତିମାନେ ଏହାକୁ ଅସ୍ୱୀକାର କରିଥିବା ବେଳେ ଅଭିଯୋଗ ହୋଇଛି ଯେ ଝିଅଟିକୁ ନିଶା ଦେଇ ବେହୋସ କରିବା ପରେ ବଳାତ୍କାର କରାଯାଇଥିଲା । ପ୍ରଧାନମନ୍ତ୍ରୀ ନେତାନ୍ୟାୟୁ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଚଳିତମାସ ୧୪ ତାରିଖ ଦିନ ପୀଡ଼ିତାଙ୍କ […]
Read More...

Advertisement