RANVEER AND ALIA IS GOING TO BE A PARENT
ମନୋରଞ୍ଜନ 

ମମି ଡାଡି ହେବେ ଆଲିଆ ରଣବୀର

ମମି ଡାଡି ହେବେ ଆଲିଆ ରଣବୀର ମୁମ୍ୱାଇ:ଜୁନ ୨୭: ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍‌ ଦେବାକୁ ଯାଉଛନ୍ତି ରଣବୀର କªୁର ଓ ଆଲିଆ ଭଟ୍ଟ । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ । ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ହିଁ ଭାଇରାଲ […]
Read More...

Advertisement