RAM RAHIM
ରାଜନୀତି 

ରାମ ରହିମଙ୍କୁ କଡା ସୁରକ୍ଷା

ରାମ ରହିମଙ୍କୁ କଡା ସୁରକ୍ଷା ପଞ୍ଜାବ: ଫେବୃଆରୀ ୨୨: ପଞ୍ଜାବ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ଦିଆଗଲା ଜେଡ୍‌ ପ୍ଲସ୍‌ ସିକୁ୍ୟରିଟି। ଖଲିସ୍ତାନ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷାକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର । ଏଡିଜିପିର ରିପୋର୍ଟକୁ ସୁରକ୍ଷାର ଆଧାର କରିଛନ୍ତି ସରକାର । ଖାଲିସ୍ତାନୀ ସମର୍ଥକମାନେ ଡେରା ମୁଖ୍ୟଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ତାଙ୍କୁ କଠୋର ସୁରକ୍ଷା ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ […]
Read More...

Advertisement