Ram Janma Bhoomi
ଦେଶ- ବିଦେଶ 

ରାମ ଜନ୍ମଭୂମି ମନ୍ଦିର ର ମୁଖ୍ୟ ପୁରୋହିତ Quarantine ରେ ରହିବେ

ରାମ ଜନ୍ମଭୂମି ମନ୍ଦିର ର ମୁଖ୍ୟ ପୁରୋହିତ Quarantine ରେ ରହିବେ ଅଯୋଧ୍ୟା : ଅଗଷ୍ଟ ୩: ତିନି ଦିନ ପୂର୍ବେ ତାଙ୍କ ସହକାରୀ ପ୍ରଦୀପ ଦାସ କୋଭିଡ -19 ପଜିଟିଭ ଚିହ୍ନଟ ହେବାପରେ ରାମ ଜନ୍ମଭୂମି ମନ୍ଦିର ର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ Quarantine ରେ ରହିବା ପାଇଁ ପଠାଇ ଦିଆଯାଇଛି I ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, “ମୋର ଜଣେ ସହକାରୀ ପ୍ରଦୀପ ଦାସ ଜୁଲାଇ ୩୦ ରେ କୋଭିଡ ପଜିଟିଭ ବୋଲି ଚିହ୍ନଟ ହେଇଥିବାରୁ ଟ୍ରଷ୍ଟ ମୋତେ ତିନି ଦିନ ପର୍ଯ୍ୟନ୍ତ ରାମ […]
Read More...

Advertisement