rakesh krishna
Feature 

କୁନି ବୈଜ୍ଞାନିକ ରାକେଶ କ୍ରିଷ୍ଣା

କୁନି ବୈଜ୍ଞାନିକ ରାକେଶ କ୍ରିଷ୍ଣା କର୍ଣ୍ଣାଟକ: ସେପ୍‌ଟେମ୍ବର ୧୬: ସାଧାରଣତ ୧୬ ବର୍ଷରେ ସମସ୍ତ ପିଲା ପାଠପଢା ସହ ସାଙ୍ଗସାଥୀର ବ୍ୟସ୍ତ ଥାଆନ୍ତି । ହେଲେ କର୍ଣ୍ଣାଟକର ରାକେଶ କ୍ରିଷ୍ଣାଙ୍କ କ୍ଷେତ୍ରରେ ଏହା ଅଲଗା । ସେ ଏତେ କମ ବୟସରେ ମଧ୍ୟ ନୂଆ ଉପକରଣର ଉଦ୍ଭାବନ କରି ଚର୍ଚ୍ଚାରେ । ସେ ନିଜ ବାପାଙ୍କ ସୁବିଧା ପାଇଁ ପ୍ରସ୍ତୁତ କରିଛନ୍ତି ମଞ୍ଜି ବୁଣା ମେସିନ୍‌ । ୨୦୧୫ରେ ପ୍ରଥମଥର ପାଇଁ କ୍ରିଷ୍ଣାଙ୍କ ମୁଣ୍ଡକୁ ଏହି ଉପାୟ ଆସିଥିଲା । ସେ ଏହା […]
Read More...

Advertisement