Rajya Sabha MP
ଦେଶ- ବିଦେଶ 

ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ଦେହାନ୍ତ

ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ଦେହାନ୍ତ ଦିଲ୍ଲୀ: ସେପ୍‌ଟେମ୍ବର ୨: ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ କୁଶନ ମିତ୍ର ଟୁଇଟ୍‌ କରି ଖବର ଦେଇଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ଇଂରାଜୀ ଖବରକାଗଜ ‘ଦ ପାୟୋନିଅର୍‌’ର ସଂପାଦକ ଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ଗତ ମାସ ଜୁନ୍‌ରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ୨୦୧୮ରେ […]
Read More...

Advertisement