Rajnath Singh
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସଂସଦୀୟ ବ୍ୟ।ପ।ର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କ ଭିନ୍ନ ମତ
Published On
By Samaya Live
ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: ପେଗ।ସସ୍ ସ୍ପ।ଏୱେୟ।ର ପ୍ରସଙ୍ଗ ଆଲୋଚନ। ପ।ଇଁ ବିରୋଧୀଙ୍କ ଦ।ବି ମଧ୍ୟରେ ସଂସଦୀୟ ବ୍ୟ।ପ।ର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି ଯେ ଏହି ପ୍ରସଙ୍ଗ ସବ୍ ଜୁଡିସ୍ ଅଟେ ଏବଂ ସଂସଦର ବଜେଟ୍ ଅଧିବେଶନରେ ଏହି ପ୍ରସଙ୍ଗରେ ପୃଥକ ଆଲୋଚନ। ହେବ।ର ଆବଶ୍ୟକତ। ନ।ହିଁ। ବିରୋଧୀ ଦଳର ଅନେକ ନେତ। ପର।ମର୍ଶ ଦେଇଛନ୍ତି ଯେ ଯଦି ପୂର୍ଣ୍ଣ ଆଲୋଚନ। ସମ୍ଭବ ନୁହେଁ ତେବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦିଅନ୍ତୁ। […]
ଋଷଠାରୁ ଭାରତ କିଣିବ ଏସ୍-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ
Published On
By Samaya Live
ନୂଆଦିଲ୍ଲୀ :ଜୁନ ୨୨: ଲଦାଖରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ନିଜକୁ ପ୍ରସ୍ତୁତ କରିଥିଲାବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଇଛି । ଏହି ପରୀପ୍ରେକ୍ଷୀରେ ରୁଷ ଠାରୁ ଏସ୍-୪୦୦ ଆଣ୍ଟିମିସାଇଲ୍ ସିଷ୍ଟମ କିଣିବା ପାଇଁ ଭାରତ ନିଷ୍ପତ୍ତି କରିଛି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଙଥ ସିଂହ ରୁଷ […]
ସେନାକୁ ମିଳିଲା ଅଖଣ୍ଡ କ୍ଷମତା; ଚୀନ୍ ଉସୁକାଇଲେ ଏଥର ଗୁଳିରେ ଜବାବ
Published On
By Samaya Live
ନୂଆଦିଲ୍ଲୀ : ଜୁନ ୨୧: ପୂର୍ବ ଲଦାଖର ଗଲୱାନ ଘାଟି ଅଞ୍ଚଳରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା ପରଠାରୁ ଉତ୍ତେଜନା ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବାରମ୍ବାର ସାମରିକ ତଥା କୂଟନୈତିକସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସବୁ ବିଫଳ ହୋଇଛି । ଏପରିକି ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲଦାଖ ସୀମା ପରିସ୍ଥିତିକୁ ଦୃଷ୍ଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର […]

