rajesh gupta
ବିଶ୍ବ  ଅପରାଧ 

ଧରା ପଡିଲେ ବହୁ ଚର୍ଚ୍ଚିତ ଗୁପ୍ତା ବ୍ରଦର୍ସ

ଧରା ପଡିଲେ ବହୁ ଚର୍ଚ୍ଚିତ ଗୁପ୍ତା ବ୍ରଦର୍ସ ନୂଆଦିଲ୍ଲୀ: ଜୁନ ୦୭: ଦକ୍ଷିଣ ଆଫ୍ରିକାରୁ ଫେରାର ହୋଇଥିବା ଗୁପ୍ତା ବ୍ରଦର୍ସ ୟୁଏଇରୁ ଗିରଫ ହୋଇଛନ୍ତି । ଗୁପ୍ତା ବ୍ରଦର୍ସ ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କ ବିରୋଧରେ ଦକ୍ଷଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ କାଳରେ କୋଟି କୋଟି ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା । ତେବେ ଉଭୟଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଗିରଫ କରାଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି ଯେ, ୟୁଏଇର […]
Read More...

Advertisement