Rajendra Das Files Nomination As Independent Candidate
ରାଜନୀତି  ଓଡ଼ିଶା 

ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ ଭଦ୍ରକ: ଧାମନଗର ଉପନିର୍ବାଚନ ମଇଦାନରେ ଏଥର ତିନି ପ୍ରମୁଖ ଦଳଙ୍କୁ ଟକର ଦେବାକୁ ଆସୁଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ସେ ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପହଞ୍ଚଥିଲେ ଓ ତାଙ୍କର ପାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ, ସୋସିଆଲ୍‌ ମିଡିଆରେ ରାଜେନ୍ଦ୍ର ଦାସ ଓରଫ୍‌ ରାଜୁଙ୍କୁ ନେଇ ଜୋର୍‌ଦାର […]
Read More...

Advertisement