RAJASTAN PROTEST AGAINST NUPUR SHARMA
ଦେଶ- ବିଦେଶ  ଅପରାଧ 

ରାଜସ୍ଥାନରେ ୧୪୪ ଧାରା ଜାରି

ରାଜସ୍ଥାନରେ ୧୪୪ ଧାରା ଜାରି ରାଜସ୍ଥାନ: ଜୁନ ୨୯: ରାଜସ୍ଥାନରେ ଲାଗୁ ହେଲା ୧୪୪ ଧାରା । ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବାବେଳେ ୬୦୦ ପୋଲିସ୍‌ କର୍ମୀଙ୍କୁ ମୁତୟନ କରାଯାଇଛି । ଘଟଣାର ତଦନ୍ତ ପାଇଁ ଟିମ୍‌ ଗଠନ କରାଯାଇଛି । ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି […]
Read More...

Advertisement