rain in odisha
ଓଡ଼ିଶା  ପାଣିପାଗ 

ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା

ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା ଭୁବନେଶ୍ୱର: ଜୁନ୍‌ ୧୫: ରାଜ୍ୟରେ ଏଥର ରଜ ଉତ୍ସବ ଜୋର୍‌ଦାର ପାଳନ ହେବ । ଆଜିଠୁ ରାଜ୍ୟରେ ମୌସୁମୀ ବାୟୁର ପ୍ରବେଶ ହୋଇଛି । ଏହାର ପ୍ରଭାବରେ କେତେକ ଦକ୍ଷିଣ ଜିଲ୍ଲାମାନଙ୍କରେ ବର୍ଷା ସକ୍ରିୟ ରହିଥିବା ଭୁବନେଶେ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଦକ୍ଷିଣ- ଓଡିଶା ର କିଛି ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ସକ୍ରିୟ pic.twitter.com/LcWIVXg1rA — Meteorological Centre, Bhubaneswar (@mcbbsr) June 15, 2022 ଏହାସହିତ ରାଜ୍ୟରେ […]
Read More...
ଓଡ଼ିଶା 

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ ଭୁବନେଶ୍ୱର: ସେପ୍‌ଟେମ୍ବର ୧୬: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହା ଛୋଟ […]
Read More...
ଓଡ଼ିଶା 

ଆହୁରି ୨୪ ଘଣ୍ଟା କାଚିବ : ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ୨୪ ଘଣ୍ଟା କାଚିବ : ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଭୁବନେଶ୍ୱର : ଅଗଷ୍ଟ ୫:ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ । ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଜାରି ରହିବ ବର୍ଷା । ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାସହ କେନ୍ଦୁଝର, ଅନୁଗୁଳ, ନୂଆପଡା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । […]
Read More...
ଓଡ଼ିଶା 

ନିରାଶ ଚାଷୀ କୂଳର ଆଶାର ଆଲୋକ ସାଜିଛି ଲଘୁଚାପ ବର୍ଷା

ନିରାଶ ଚାଷୀ କୂଳର ଆଶାର ଆଲୋକ ସାଜିଛି ଲଘୁଚାପ ବର୍ଷା By Sarbeswar Mohanta ବେତନଟୀ : ଅଗଷ୍ଟ ୫: ମୟୂରଭଞ୍ଜର ଜନ ସାଧାରଣଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଚାଷ ସମୟ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟିପାତ ଲୋକ ମାନଙ୍କୁ ନିରାଶ କରି ଥିଲା । ମୌସୁମୀର ଆଗମନ ପରେ ମଧ୍ୟ ୧୮୦, ୧୫୦ ଓ ୧୪୫ ଦିନିଆ ଧାନ ପାଇଁ ଯେତିକି ବର୍ଷାର ଆବଶ୍ୟକ ତାଠାରୁ ବହୁତ କମ ବର୍ଷା ହୋଇ ଥିଲା । ତେବେ ଗତ ଜୁଲାଇ […]
Read More...
ବିଶ୍ବ  ଓଡ଼ିଶା 

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ:ଦୁଇଦିନ ଧରି ବର୍ଷିବ

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ:ଦୁଇଦିନ ଧରି ବର୍ଷିବ ଭୁବନେଶ୍ୱର : ଅଗଷ୍ଟ ୪: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଞ୍ଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର […]
Read More...
ଦେଶ- ବିଦେଶ 

୨ରୁ ୬ ଯାଏ ପ୍ରବଳ ବର୍ଷିବ; ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

୨ରୁ ୬ ଯାଏ ପ୍ରବଳ ବର୍ଷିବ; ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ଭୁବନେଶ୍ୱର : ଅଗଷ୍ଟ ୨:ବର୍ଷାଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଛି । ତେବେ ୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସୂଚନା ଅନୁସାରେ ସୋମବାର ମାଲକାନଗିିରି, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ହେବାର ସଂଭାବନା ରହିଛି । ସେହିପରି ୪ ତାରିଖରେ ଙ୍କୋନାଳ, ଯାଜପୁର ଏବଂ କଳାହାଣ୍ଡି […]
Read More...
ଓଡ଼ିଶା 

୪ ରୁ ବର୍ଷା : ଜାରି ହେଲା ୟେଲୋ ୱାର୍ଣ୍ଣିଂ

୪ ରୁ ବର୍ଷା : ଜାରି ହେଲା ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର : ଜୁଲାଇ ୩୧:ଅଗଷ୍ଟ ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଫଳରେ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଅଧିକାଂଶ ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖରେ ସୁନ୍ଦରଗଡ, କେନ୍ଦୁଝରଳ ମୟୁରଭଂଜ,ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା […]
Read More...
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟବ୍ୟାପୀ ବର୍ଷା; ୮ ଜିଲ୍ଲାରେ ପ୍ରବଳ ବର୍ଷିବ

୨୪ ଘଣ୍ଟାରେ ରାଜ୍ୟବ୍ୟାପୀ ବର୍ଷା;  ୮ ଜିଲ୍ଲାରେ ପ୍ରବଳ ବର୍ଷିବ ଭୁବନେଶ୍ୱର : ଜୁନ ୧୩:୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିଲାବେଳେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରବିବାର ମଧ୍ୟାହ@ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ବହୁ ଜିଲ୍ଲାର ଅନେକ ସ୍ଥାନରେ […]
Read More...
ଓଡ଼ିଶା 

୮ସୁଦ୍ଧା ବଙ୍ଗୋପସାଗରେ ଲଘୁଚାପ;୧୦ରୁ ପ୍ରବଳ ବର୍ଷିବ

୮ସୁଦ୍ଧା ବଙ୍ଗୋପସାଗରେ ଲଘୁଚାପ;୧୦ରୁ ପ୍ରବଳ ବର୍ଷିବ ଭୁବନେଶ୍ୱର(ସବୁ୍ୟ): ଜୁନ ୪:ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବାଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବହୁ ଜିଲ୍ଲାକୁ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, […]
Read More...
ଓଡ଼ିଶା 

ଆସୁଛି ବାତ୍ୟା, ୧୭ ସୁଦ୍ଧା; ଓଡ଼ିଶାକୁ ଭୟ ନାହିଁ ;ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର

ଆସୁଛି ବାତ୍ୟା, ୧୭ ସୁଦ୍ଧା; ଓଡ଼ିଶାକୁ ଭୟ ନାହିଁ ;ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର By Papu Mohanty ଭୁବନେଶ୍ୱର(ସବୁ୍ୟ):May 13: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ମହାସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟା ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବା ସହ କାଳକ୍ରମେ ବାତ୍ୟାରେ ପରିଣତ ହେବ । ତେବେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ହେଲେ ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବା ପରେ ଓଡିଶା ଉପରେ କେତେ ପ୍ରଭାବ ପଡିବ ତାହା […]
Read More...
ଓଡ଼ିଶା 

୧୩ ଜିଲ୍ଲାକୁ ବଜ୍ରପାତ ବିପଦ ଜାରି ହେଲା ୟେଲୋ ୱାର୍ଣ୍ଣିଂ

୧୩ ଜିଲ୍ଲାକୁ ବଜ୍ରପାତ ବିପଦ  ଜାରି ହେଲା ୟେଲୋ ୱାର୍ଣ୍ଣିଂ By Papu Mohanty ଭୁବନେଶ୍ୱର : May 12:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲରେ ବଜ୍ରପାତ ସହିତ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯିବା ସହିତ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଆଭ୍ୟନ୍ତର ଓ ଉତ୍ତର ଉପକୂଳ ସମେତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, […]
Read More...
ବିଶ୍ବ 

୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା

୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ସମୟ ଲାଇଭ,୨/୧: ସାରା ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ଶୀତର ପରିଣାମ କମ୍ ରହିବ। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସହରର ପାରଦ ୧୦ ଡିଗ୍ରୀ ଉପରେ ରହିଛି। ଏଥିସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ୩ […]
Read More...

Advertisement