Rain in Kandhamal District
ଓଡ଼ିଶା 

କନ୍ଧମାଳ ଜିଲ୍ଲାରେ ୯୭୪.୨ ମିମି ବର୍ଷା; ଭାଙ୍ଗିଛି ଅନେକ ଗଛ; ଘରେ ପଶିଲା ପାଣି

କନ୍ଧମାଳ ଜିଲ୍ଲାରେ ୯୭୪.୨ ମିମି ବର୍ଷା; ଭାଙ୍ଗିଛି ଅନେକ ଗଛ; ଘରେ ପଶିଲା ପାଣି ଫୁଲବାଣୀ: ଅଗଷ୍ଟ ୨୮: ଆଜି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ବ୍ଳକ ଅଂଚଳରେ ଭୀଷଣ ବର୍ଷା ହେବା ସହିତ ଲୋକଙ୍କ ଘରେ ପାଣି ପଶି ଯାବଥିବାରୁ ଲୋକେ ନାନା ପ୍ରକାରର ହଇରାଣ ହରକତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅଂଚଳରେ ଜିଲ୍ଲାର ସର୍ବାଧିକ ୧୬୬.୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହି ପରି ଜିଲ୍ଲା ସଦରମହକୁମା ଫୁଲବାଣୀରେ ୧୪୮.୬ ମିଲି ଗ୍ରାମ ବର୍ଷା ହୋଇଥିବାବେଳେ ବାଲିଗୁଡାରେ ୧୧୩ ମିମି,ଚକାପାଦରେ ୭୩.୦ ମିମି,ଦାରିଙ୍ଗବାଡିରେ ୪୬.୦ମିମି,ଘୁ.ଉଦୟଗିରିରେ […]
Read More...

Advertisement