railway offer a job for 10 month child
ଦେଶ- ବିଦେଶ 

୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଲେୱ ଚାକିରୀ

୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଲେୱ ଚାକିରୀ ଛତିଶଗଡ: ଜିଲାଇ ୧୧: ଛତିଶଗଡ଼ରେ ଦଶମାସର ଶିଶୁକୁ ରେଲେେୱରେ ଚାକିରୀ ଦିଆଯାଇଛି । ପିତାମାତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଲେେୱ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରୀ ଦିଆଯାଇଛି । ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେେୱ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ଚୋରଡ଼ାରେ ଥିବା ସରକାରୀ ବାସଭବନରେ ସେ ରହୁଥିଲେ । ଗତ ଜୁନ୍‌ ୧ ତାରିଖ ଦିନ ମୋଟର […]
Read More...

Advertisement