raided by vigilance
ଓଡ଼ିଶା  ଅପରାଧ 

ଭିଜିଲାନ୍ସ ଜାଲରେ ବାଲେଶ୍ୱର ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ ବାଲେଶ୍ୱର ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ବାଲେଶ୍ୱର : ଭିଜିଲାନ୍ସ ଜାଲରେ ବାଲେଶ୍ୱର ସହକାରୀ ଯନ୍ତ୍ରୀ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ I ଶ୍ରୀ ସେନାପତିଙ୍କର ବାଲେଶ୍ବରସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୭ ଜାଗାରେ ଚଢ଼ାଉ ଜାରି ରହିଛି I ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ୪ଜଣ ଡିଏସପି, ୧୦ ସବଇନ୍ସପେକ୍ଟର, ୨ ସବଇନ୍ସପେକ୍ଟର ରେଡ୍‌ରେ ସାମିଲ […]
Read More...

Advertisement