raghav chadha
ରାଜନୀତି 

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସପକ୍ଷରେ ଅଧିକ ଭୋଟ୍‌ ଯାଉଥିବା ଖବର ମିଳିଛି । ଆପ୍‌ ପଞ୍ଜାବରେ କ୍ଷମତାସୀନ ହେବାକୁ ଯାଉଛି । ଦିଲ୍ଲୀ ପରେ ଏହା ହେଉଛି ଆପ୍‌ ନିୟନ୍ତ୍ରଣକୁ ଆସୁଥିବା ଦ୍ୱିତୀୟ ରାଜ୍ୟ । ଏହି ଅବସରରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ବିଶେଷସୂତ୍ର ଅନୁସାରେ, ସେ ଅବିଳମ୍ବେ ରାଜ୍ୟପାଳଙ୍କୁ […]
Read More...

Advertisement