Rafael Nadal
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନାଡାଲଙ୍କ ସହ ଶେଷ ମ୍ୟାଚ ଖେଳିବେ ଫେଡେରର
Published On
By Samaya Live
ଲଣ୍ଡନ : କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ପେନ୍ ତାରକା ରାଫେଲ ନାଡାଲଙ୍କ ସହ ଖେଳିଆସିଥିବାସ୍ୱିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ନିଜର ବିଦାୟୀ ମ୍ୟାଚରେ ଏକାଠି ଖେଳିବାକୁ ଇଛା ଜାହିର କରିଛନ୍ତି । ଲଣ୍ଡନରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଲାଭେର କପ୍ ଫେଡେରଙ୍ର୍କ କ୍ୟାରିୟରର ଶେଷ ମ୍ୟାଚ୍ ହେବ । ଏହି ମ୍ୟାଚରେ ସେ ଲମ୍ବା ସମୟର ପ୍ରତିଦ୍ୱନ୍ଦ୍ୱୀ ନାଡ଼ାଲଙ୍କୁ ସାଥୀ କରି ଖେଳିବାକୁ ଚାହାନ୍ତି ବୋଲି ବୁଧବାର କହିଛନ୍ତି । ଲାଭେର […]
ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ
Published On
By Samaya Live
ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ୧୩ଥର ଫ୍ରେଞ୍ଚ ଓପନ ବିଜେତା ନାଡ଼ାଲ ୪ ସେଟ୍ ବିଶିଷ୍ଟ ମ୍ୟାଚ୍ରେ ନୋଭାକ୍ ଜୋକୋଭିକ୍ଙ୍କୁ ଧରାଶାୟୀ କରିଥିଲେ । ଏହି ମ୍ୟାଚରେ ନାଡ଼ାଲ ୬-୨, ୪-୬, ୬-୨, ୭-୬ ସେଟ୍ରେ ବିଜୟୀ ହୋଇଛନ୍ତି । ମ୍ୟାଚ୍ ଜିତିବା […]
ଫ୍ରେଞ୍ଚ ଓପନ୍ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ
Published On
By Samaya Live
ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟରେ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ହରାଇଥିଲେ । ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି । ଭେରେଭ ୭-୬, ୭-୫, ୬-୩ ସେଟରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, […]

