rabia sidhu
ରାଜନୀତି 

ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି

ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍‌ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର ପାଇଁ ତାଙ୍କ ଝିଅ ରାବିଆ ସିନ୍ଧୁ ମଇଦାନକୁ ଓହ୍ଲାଇଛନ୍ତିି । ସେ ନିଜ ବାପାଙ୍କ ପ୍ରଚାର ପାଇଁ ବିପକ୍ଷ ଦଳର ପ୍ରାର୍ଥୀ ବିକ୍ରମ ସିଂହ ମଜିଠିଆଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାବିଆ କହିଛନ୍ତି, ମଜିଠାରେ ଥିବା ତେଜରାତି ଦୋକାନମାନଙ୍କରେ […]
Read More...

Advertisement